ଭୁବନେଶ୍ୱର ରେଳ‌ଷ୍ଟେସନରୁ ନିଖୋଜ ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ୱର: ଦୀର୍ଘ ୧୨ ଦିନ ଧରି ମାଷ୍ଟର କ୍ୟାଣ୍ଟିନ୍‌ରୁ ନିଖୋଜ ହୋଇଯାଇଥିବା ଅଣଓଡ଼ିଆ ଶିଶୁପୁତ୍ର ଆଜି ରହସ୍ୟଜନକ ଭାବରେ ଭୁବନେଶ୍ୱର ରେଳ‌ଷ୍ଟେସନରୁ ମିଳିଛି। ଶିଶୁପୁତ୍ରର ପରିଜନ ବିଶ୍ରାମ ନେବା ପାଇଁ ଷ୍ଟେସନ ଯାଇଥିବା ବେଳେ ପୁଅକୁ ପାଇଥିଲେ। ଖବର ପାଇ ଖାରବେଳ ନଗର ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଖବର ପ୍ରଚାରିତ ହେବା ପରେ ଗିରଫ ଭୟରେ ଅପହର୍ତ୍ତା ଶିଶୁପୁତ୍ରକୁ ଛାଡ଼ି ଚାଲି ଯାଇଥିବା ପୁଲିସ ସନ୍ଦେହ କରୁଛି। … Continue reading ଭୁବନେଶ୍ୱର ରେଳ‌ଷ୍ଟେସନରୁ ନିଖୋଜ ଶିଶୁପୁତ୍ର ଉଦ୍ଧାର